Category: District

ମୌମିତାଙ୍କୁ ନ୍ୟାୟପ୍ରଦାନ ପାଇଁ ସଚେତନତା ରେଲି

ପଦ୍ମପୁର : ଡାକ୍ତର ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ନେଇ ପଦ୍ମପୁରରେ ଏକ ସଚେତନତା ରେଲି ଆୟୋଜିତ ହୋଇଥିଲା । ଜେନିଥ ଲାୟନ୍ସ ଗୁରୁକୁଳ ପକ୍ଷରୁ ଆୟୋଜିତ…

‘ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ଓ ଆମର ଭବିଷ୍ୟତ’ ଶୀର୍ଷକ ପାଠଶାଳା

ଭଟଲି : ଭଟଲି ଦଧିବାମନ ସ୍ନାତକ ମହାବିଦ୍ୟାଳୟ ଏବଂ ଗଣଦୃଷ୍ଟି ମିଡ଼ିଆ ପକ୍ଷରୁ ‘ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ ଓ ଆମର ଭବିଷ୍ୟତ’ ଶୀର୍ଷକ ଗଣଦୃଷ୍ଟି ପାଠଶାଳା…

ନୃସିଂହନାଥ ପୀଠରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ପାଇକମାଳ : ପଶ୍ଚିମ ଓଡ଼ିଶାର ପବିତ୍ର ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଚଳିତ ବର୍ଷର ନୂଆଁଖାଇ ଲଗ୍ନ ନିର୍ଦ୍ଧାରିତ ହୋଇଛି । ମହାପ୍ରଭୁ ମାର୍ଜରକେଶରୀ…

ବିଜେପୁର ଦୁର୍ଗାପୂଜା ରାବଣ ଦରବାର ପାଇଁ କଳାକାର ବରଣ

ବିଜେପୁର : ବିଜେପୁର ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାବଣ ଦରବାର ପାଇଁ କଳାକାର ବରଣ କରାଯାଇଛି । ଚଳିତ ବର୍ଷ ଦଶହରା ଅବସରରେ…

ଦିବ୍ୟାଙ୍ଗଙ୍କ ଗ୍ରହଣରେ ରକ୍ଷାବନ୍ଧନ ଉତ୍ସବ ପାଳନ କଲେ ଇନରହ୍ୱିଲ ସେଣ୍ଟ୍ରାଲର ସଦସ୍ୟା

ବରଗଡ଼ : ଗହ୍ନାପୂର୍ଣ୍ଣିମା ତିଥିରେ ସବୁଆଡେ ଉତ୍ସାହ ଉଦ୍ଦୀପନାର ସହ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏଇ ଅବସରରେ ବିଭିନ୍ନ ସ୍କୁଲ,କଲେଜ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ…

ଚିଚୋଲି-ଭୁକ୍ତା ମହିମାଶ୍ରମ ପରିସରରେ ମହିମା ସାଧୁସନ୍ଥଙ୍କ ନବାନ୍ନ

ଅମ୍ବାଭୋନା : ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ଯୋରନ୍ଦା ଭାବରେ ପରିଚିତ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଚିଚୋଲି-ଭୁକ୍ତା ମହିମାଶ୍ରମରେ ପଶ୍ଚିମାଞ୍ଚଳ ତଥା ପଡୋଶୀ ଛତିଶଗଡ଼ ରାଜ୍ୟରେ…

ରାକ୍ଷୀ ବାନ୍ଧି ଗଛର ସୁରକ୍ଷା ପାଇଁ ଶପଥ ନେଲେ ଗ୍ରାମବାସୀ

ପଦ୍ମପୁର : ସ୍ନେହ ଓ ସଦଭାବନାର ପର୍ବ ରକ୍ଷାବନ୍ଧନ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଯାଇଛି । ଭାଇ ହାତରେ ଭଉଣୀ ସ୍ନେହର ସୂତ୍ର ରାକ୍ଷୀ ବାନ୍ଧିଛି ଆଜିର…

ଭକ୍ତ ପରମାନନ୍ଦ ବେଶରେ ଦଶର୍ନ ଦେଲେ ମହାପ୍ରଭୁ ଦଧିବାମନ

ଭଟଲି: ଶ୍ରାବଣ ପୂଣ୍ଣିର୍ମା ତିଥିରେ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ଅଭିହିତ ଭଟଲି ଧାମରେ ମହାପ୍ରଭୁ ଦଧିବାମନ ଭକ୍ତ ପରମାନନ୍ଦ ବେଶରେ ଭକ୍ତଙ୍କୁ ଦଶର୍ନ ଦେଇଛନ୍ତି ।…

କ୍ରିଷ୍ଣା ବିକାଶରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବରଗଡ଼ : ବରଗଡ ସ୍ଥିତ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍…

error: Content is protected !!