ବରଗଡ : ବିକାଶ ହାୟର ଏଜୁକେସ୍ନାଲ୍ ଇଷ୍ଟିଚ୍ୟୁସନ ଅନ୍ତର୍ଗତ ବିକାଶ ନର୍ସିଂ କଲେଜ ଦ୍ୱାରା ବରାହାଗୋଡା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ଆଶୁ ଚିକିତ୍ସା ଦିବସ ପାଳିତ ହୋଇଛିା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକାମ୍ର ଭୋଇଙ୍କ ସହଯୋଗ ତଥା ବିକାଶ ନର୍ସିଂ କଲେଜର ଅଧ୍ୟାପକ ଅସିତ କୁମାର ଭୋଇ ଏବଂ ଅଧ୍ୟାପିକା ଦେବସ୍ମିତା ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏ ଅବସରରେ ନର୍ସିଂ କଲେଜର ଛାତ୍ରଛାତ୍ରୀ ମାନେ କ୍ଷୁଦ୍ର ନାଟକ ମାଧ୍ୟମରେ ଆଶୁ ଚିକିତ୍ସା ବିଷୟରେ ଅବଗତ କରାଇଥିଲେ ।

Leave a Reply

Your email address will not be published.

error: Content is protected !!