ଅତାବିରା : ଅତାବିରା ବ୍ଳକ ସିଲାଟ ଗ୍ରାମରେ ଅନୁଷ୍ଠିତ ୨୫ ତମ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବେଲପାହାଡ ଦଳ ଚାମ୍ପିୟନ ହୋଇଛି । ସିଲାଟ ମା ସମଲେଶ୍ୱରୀ ଏଥେଲେଟିକ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଆଠଟି ଦଳ ଭାଗ ନେଇଥିଲେ । ଫାଇନାଲ ମୁକାବିଲା ବେଲପାହାଡ ଏବଂ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବେଲପାହାଡ ୧-୦ ଗୋଲ ବ୍ୟବଧାନରେ ମ୍ୟାଚକୁ ଜିତି ଚାମ୍ପିୟନ ଘୋଷିତ ହୋଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar