ବରଗଡ଼ : ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମଠାରେ ଚାଲିଥିବା ଆନ୍ତଃଜିଲ୍ଳା ସିନିୟର ପିସି ବେହେରା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ ବି ଦଳ ଚାମ୍ପିୟନ ହୋଇଛି । ରବିବାର ଖେଳା ଯାଇଥିବା ଫାଇନାଲ ମୁକାବିଲାରେ ସୁନ୍ଦରଗଡ ଦଳ କଟକକୁ ୧-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । ଉଦଯାପନୀ ସମାରୋହରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ, ଫାଓର ସାଧାରଣ ସଂପାଦକ ଆର୍ଶୀବାଦ ବେହେରା ଏବଂ ବରଗଡ଼ ଏସପି ପିଏସ ମୀନା ଅତିଥି ଭାବେ ଯୋଗଦେଇ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ଓ ନଗଦ ରାଶି ପ୍ରଦାନ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar