ବରଗଡ଼ : ବୈଦିକ ଇଣ୍ଟରନେସନାଲ ସ୍କୁଲ ବରଗଡ଼ରେ ରୋହିତ ଶର୍ମା କ୍ରିକେଟ ଏକାଡେମୀ ଉଦଘାଟିତ ହୋଇଯାଇଛି । କ୍ରିକେଟର ରୋହିତ ଶର୍ମାଙ୍କ ଭାଇ ବିଶାଲ ଶର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ରିକେଟ ଏକାଡେମୀକୁ ଉଦଘାଟିତ କରିଥିଲେ । ରୋହିତ ଶର୍ମା କ୍ରିକେଟ ଏକାଡେମୀ ଉଦଘାଟନ ପରେ ଆଗାମୀ ଦିନରେ ଏ ଅଞ୍ଚଚଳରୁ ବହୁ ଯୁବ ଖେଳାଳୀ କ୍ରିକେଟରେ ପ୍ରତିଷ୍ଠା ଅର୍ଜନ କରି ନିଜ ପ୍ରତିଭାର ବିକାଶ କରିବେ ବୋଲି ମୁଖ୍ୟଅତିଥି ବିଶାଲ ଶର୍ମା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ବୈଦିକ ଇଣ୍ଟରନେସନାଲ ସ୍କୁଲର ଚେୟାରମେନ ଆନନ୍ଦ ଅଗ୍ରୱାଲ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରିନସିପାଲ ଗାର୍ଗୀ ବାନାର୍ଜି ସଂଯୋଜନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar