ବରଗଡ଼ : ଲାୟନ୍ସ କ୍ଳବ ବରଗଡ଼ ଶାଖାର ଅଧିଷ୍ଠାନ ସମାରୋହ ବିକାଶ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ କର୍ମକର୍ତା ଭାବରେ ସଭାନେତ୍ରୀ ଅନିତା ଲାଠ , ସଂପାଦକ ଅଖିଲ ଅଗ୍ରୱାଲ ଓ କୋଷାଧ୍ୟକ୍ଷ ସନ୍ତୋଷ ସାୱଡିଆ ଦାୟିତ୍ୱ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଡିଜି ବ୍ରିଜମୋହନ ଅଗ୍ରୱାଲ ଓ ବେଣୀମାଧବ ଦୋରା ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ବୃକ୍ଷରୋପଣ କରାଯାଇଥିଲା । ଗତ ବର୍ଷର ସଭାପତି ଜୟନ୍ତି ବେହେରା ଓ ସଂପାଦକ ଅମରଜିତ ସିଂ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar