ସମ୍ବଲପୁର : ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ଜୀବଜନ୍ତୁଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ‘ସ୍ୱଇଚ୍ଛା’ ତରଫରୁ ପାଣିକୁଣ୍ଡ ଆରମ୍ଭ କରାଯାଇଛି । ଯାହାକି ଡ.ଶଙ୍କର ରାମଚନ୍ଦାନୀଙ୍କ କରକମଳରେ ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବୁର୍ଲା ,ହୀରାକୁଦ,ସମ୍ବଲପୁର ଆଦି ଅଚଂଳର ବିଭିନ୍ନ ସ୍ଥାନରେ ୩୦ ଟି କୁଣ୍ଡ ରଖାଯାଇଥିବା ବେଳେ ଏ ଅବସରରେ ଆର୍ତ୍ତତ୍ରାଣ ଶତପଥୀ, ଡ.ଅଶୋକ ପାଣିଗ୍ରାହୀ , ହିମାଂଶୁ କିରଣ ବେହେରା, ହିମାଂଶୁ ଭୋଇ , ସୀମା ଖଟେଇ , ସୁଧାଂଶୁ ଭୋଇଙ୍କ ସମେତ ‘ସ୍ୱଇଚ୍ଛା’ ର ସଦସ୍ୟମାନେ ସାମିଲ ଥିଲେ ।

Leave a Reply

Your email address will not be published.

error: Content is protected !!