ପଦ୍ମପୁର : ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳ ଭାବରେ ଅରୁଗୁଲା ସ୍ନେହା ଯୋଗଦାନ କରିଛନ୍ତି । ମଙ୍ଗଲବାର ପୂର୍ବତନ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଠାରୁ ନୂତନ ଉପଜିଲ୍ଳାପାଲ ଅରୁଗୁଲା ସ୍ନେହା ଦାୟିତ୍ୱ ଗ୍ରହଣ କରିଛନ୍ତି । କୁମାରୀ ଅରୁଗୁଲା ସ୍ନେହା ଦାୟିତ୍ୱ ଗ୍ରହଣ କରିବା ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।

Leave a Reply

Your email address will not be published.

error: Content is protected !!