ବରଗଡ଼ : ବରଗଡ଼ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଗଣିତ ବିଭାଗର ମୁଖ୍ୟ ଦଧିବାମନ ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ମହାବିଦ୍ୟାଳୟର ଉନ୍ନତି ପାଇଁ ଅଧ୍ୟକ୍ଷ ଶ୍ରୀ ଦାଶ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ସହଯୋଗ କାମନା କରିଛନ୍ତି । ଏ ଅବସରରେ ଅଧ୍ୟାପକ , ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ବୃନ୍ଦ ନବନିଯୁକ୍ତ ଅକ୍ଷ୍ୟକ୍ଷ ଶ୍ରୀ ଦାଶଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Leave a Reply

Your email address will not be published.

error: Content is protected !!