ଅତାବିରା : ଅତାବିରା ବ୍ଳକ ଲଚିଦାଠାରେ ଅନୁଷ୍ଠିତ ଏକ ଦିବସୀୟ ଦିବାରାତ୍ର ଭଳିବଳ ଟୁର୍ଣ୍ଣାମେଣ୍ଟରେ ଅମ୍ବାଭୋନା ଦଳ ବିଜେତା ଘୋଷିତ ହୋଇଛି । ଅଡଗାଁ , ଲଚିଦା , ଆମ୍ବଷଡା, ବରପାଲି, ଅମ୍ବଭୋନା ଏବଂ ଡୁଙ୍ଗୁରୀପାଲି ଆଦି ଛଅ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଫାଇନାଲା ମୁକାବିଲା ଅଡଗାଁ ଏବଂ ଅମ୍ବାଭୋନା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମ୍ବାଭୋନା ଦଳ ବିଜେତା ଘୋଷିତ ହୋଇଥିଲା ।

ଏ ଅବସରରେ ସୋସିଆଲ ୱେଲଫେୟାର ଫାଉନଣ୍ଡେସନ , ପଶ୍ଚିମ ଓଡିଶା ଯୁବାମଂଚ ଏବଂ ସମ୍ବାଦ-ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୪୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!