ବରଗଡ଼ : ବରଗଡ଼ର ଅଗ୍ରଣୀ ସୁନାଗହଣା ଦୋକାନ କଳାମନ୍ଦିର ଜୁଏଲାରୀ ପକ୍ଷରୁ କରୱା ଚୌଥ ମେହେନ୍ଦି ଉତ୍ସବ ଆୟୋଜିତ ହୋଇଯାଇଛି । ମେହେନ୍ଦି ଡିଜାଇନର ବବଲୁ ଏବଂ ଛୋଟୁ ଙ୍କ ଦ୍ୱାରା ପ୍ରାୟ ୧୧୦ ଜଣ ମହିଳାଙ୍କ ହାତରେ ବିଭିନ୍ନ ଡିଜାଇନର ମେହେନ୍ଦି କରାଯାଇଥିଲା । ମେହେନ୍ଦି ମହିଳାଙ୍କ ଅନ୍ୟତମ ଗହଣା ଭାବରେ ପରିଚିତ ଥିବା ବେଳେ କଳାମନ୍ଦିର ଜୁଏଲାରୀ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ବିଭିନ୍ନ ମହଳରେ ବେଶ ପ୍ରଶଂସା କରାଯାଇଥିଲା । 

Leave a Reply

Your email address will not be published.

error: Content is protected !!