ବରଗଡ଼ : ସ୍ଥାନୀୟ ଭଟଲି ଛକ ନିକଟରେ ଡାକ୍ତର ଶକ୍ତି ଏବଂ ଡାକ୍ତର ଇପସିତା ସ୍କିନ-ଫର୍ଟିଲିଟୀ ଇନଷ୍ଟିଚ୍ୟୁଟ ଉଦଘାଟିତ ହୋଇଯାଇଛି । ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡାକ୍ତର ସିନ୍ଧୁନନ୍ଦିନୀ ତ୍ରିପାଠୀ, ଡାକ୍ତର ମନୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ୨ ଶହରୁ ଉର୍ଦ୍ଧ୍ୱ ଅଧ୍ୟାପକ ଏବଂ ଡାକ୍ତରଙ୍କ ପ୍ରତିନିଧି ସାମିଲ ହୋଇଥିଲେ । ଏ ଅବସରରେ ଚର୍ମରୋଗକୁ ନେଇ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.

error: Content is protected !!