ସୁନ୍ଦରଗଡ : ସୁନ୍ଦରଗଡ ସ୍ଥିତ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ସାପ କାମୁଡାର ପ୍ରତିକାର ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଶୋଦା ମହାବିଦ୍ୟାଳୟର ଅଧ୍ୟାପକ ଡ଼ କେଦାରନାଥ ପଟେଲ ବିସ୍ତୁତ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ଚେୟାରମେନ ଫକୀର କର୍ଣ୍ଣ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar