ବରଗଡ଼ : ଇନରହ୍ବିଲ କ୍ଲବ ଅଫ ବରଗଡ଼ ତରଫରୁ ବର୍ଷା ମାସକୁ ଦୃଷ୍ଟିକୁ ରଖି ଛତା ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖ ତଥା ରାସ୍ତା କଡରେ ବୁଲୁଥିବା ଅସହାୟ,ସଫେଇ କର୍ମଚାରି  ତଥା ନିର୍ମାଣାଧୀନ କୋଠା ଗୁଡ଼ିକର ଶ୍ରମିକମାନଙ୍କୁ କ୍ଲବର ସଦସ୍ୟାମାନେ ଛତା ବଣ୍ଟନ କରିଥିଲେ । ସଭାନେତ୍ରୀ ଭାବନା ଅଗ୍ରୱାଲ, ସମ୍ପାଦିକା ଅଫସାନା ଲୋଧିଆ , ପୂର୍ବତନ ସଭାନେତ୍ରୀ ଅନୁ ଅଗ୍ରୱାଲ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସ୍ଥାନରେ ୫୦ ରୁ ଉର୍ଦ୍ଧ୍ବ ଛତା ବଣ୍ଟନ କରାଯାଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar