ବରଗଡ଼ : ବରଗଡ଼ ଇନରହ୍ବିଲ କ୍ଲବ୍ ଅଫ ସେଣ୍ଟ୍ରାଲର ସ୍ଥାପନା ଦିବସ ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଟିତ ହୋଇଯାଇଛି । ଏ ଅବସରରେ ମମତା ପୁରୋହିତ ମୁଖ୍ୟଅତିଥି ଏବଂ ସଂସ୍କାର ଇଣ୍ଟର୍ ନେସନାଲ ସ୍କୁଲର ପ୍ରତିଷ୍ଠାତା ସାବିତ୍ରୀ ସାୱଡିୟା ଓ କରଣ ସାହୁ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ମୌସୁମୀ ନକୁଲା ସଭା ସଂଯୋଜନା କରିଥିଲେ । ଏହି ଅବସରରେ କ୍ଲବର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଅଧ୍ୟକ୍ଷା ଭାଵନା ଅଗ୍ରୱାଲଙ୍କ ସମେତ ସମ୍ପାଦକ ଅଫସାନା ଲୋଧିଆ , ସହ ସମ୍ପାଦକ ପିଙ୍କି ବଗର୍ତ୍ତି , କୋଷାଧ୍ୟକ୍ଷ ଶ୍ବେତା ମିତ୍ତଲ, ଆଇଏସଓ ପୂଜା ଅଗ୍ରୱାଲ, ସମ୍ପାଦକ କିରଣ କାଂସଲ ପ୍ରମୁଖଙ୍କୁ ଶପଥ ପାଠ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!