ବରଗଡ଼ : ରୋଟାରୀ କ୍ଲବର ୫୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ପ୍ରକାଶ କରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥ ରୋଟାରିଆନ ଡ. ଅଶୋକ ସିଂ ଓ ସମ୍ମାନିତ ଅତିଥି ଭାବେ ରୋଟାରିଆନ ରିଙ୍କୁ ପାତ୍ର ଯୋଗ ଦେଇଥିଲେ । ନବ ନିର୍ବାଚିତ ସଭାପତି ରୋଟାରିଆନ ଦଶରଥ ଅଗ୍ରୱାଲ, ପୂର୍ବତନ ସଂପାଦକ ରୋଟାରିଆନ ରୂପମ ଦାଶ, ନବ ନିର୍ବାଚିତ ସଂପାଦକ ରୋଟାରୀଆନ ଦିବ୍ୟରାଜ ମେହେର ତଥା ରୋଟାରୀ କ୍ଲବର ସଦସ୍ୟ ଉପସ୍ଥିତ ଥିଲେ। ଏ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!