ବରଗଡ଼ : ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ସାଧବ ପୁଅଙ୍କ ନୌବାଣିଜ୍ୟକୁ ମନେ ପକାଇ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥିଲା । ଏହି ପରିପେକ୍ଷୀରେ ସୂଦୂର ଦୁବାଇରେ ମଧ୍ୟ ଏହି ଉତ୍ସବ ଦେଖିବାକୁ ମିଳିଥିଲା । ସେଠାକାର ଓଡିଆ ସୋସାଇଟି ତରଫରୁ ସକାଳୁ ବୋଇତ ବନ୍ଦାଣ ଉତ୍ସବ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ୟୁଏଇ ଓଡିଆ ସୋସାଇଟୀ ତରଫରୁ ଜ୍ଞାନେନ୍ଦ୍ର ପଣ୍ଡା, କୁମାରିକା ଶତପଥୀ, ପୂଜା ବଲିୟାରସିଂ, ଚିନ୍ମୟୀ ବେହେରା, କ୍ରିତି କରିସ୍ମା ରାଉତ , କୃଷ୍ଣ ପୃଷ୍ଟି, ସୁଲତା ପୃଷ୍ଟି, କେଶବ ଉପାଧ୍ୟାୟ , ଜଲି ଉପାଧ୍ୟାୟଙ୍କ ସମେତ ବହୁ ଓଡିଆବାସୀ ଏଥିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar