ବରଗଡ଼ : ଦେଶର ଅଗ୍ରଣୀ ମୋଟର ସାଇକେଲ କଂପାନୀ ରୟଲ ଏନଫିଲ୍ଡର ନୂତନ ବୁଲେଟ ମଡେଲ ହଣ୍ଟର ୩୫୦ ସ୍ଥାନୀୟ ଅଧିକୃତ ବିକ୍ରେତା ଶ୍ରୀଶ୍ୟାମଜୀ ବାଇକ ପଏଣ୍ଟଠାରେ ଲୋକାର୍ପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଏରିଆ ସେଲସ ମେନେଜର ଶୈଲେନ୍ଦ୍ର ଶ୍ରୀବାସ୍ତବ ଓ ଶ୍ୟାମଜୀ ବାଇକ ପକ୍ଷରୁ ବିନୋଦ ଅଗ୍ରୱାଲ , ଗିରିଧର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଯୁବପୀଢ଼ିକୁ ଆଖି ଆଗରେ ରଖି ଏକ ସଂପୂର୍ଣ୍ଣ ନୂଆ ଡିଜାଇନରେ କମ୍ ଓଜନ ବିଶିଷ୍ଟ ଏହି ବୁଲେଟ ମଡେଲ ନିର୍ମାଣ କରାଯାଇଛି ବୋଲି ଶ୍ରୀ ଶ୍ରୀବାସ୍ତବ ସୂଚନା ଦେଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar