ବରଗଡ଼ :  ବରଗଡ଼ ଅମ୍ବାପାଲିରେ ନେଚୁରା ହୋମିଓ କେୟାର ଉଦଘାଟିତ ହୋଇଯାଇଛି ।  ଏ ଅବସରରେ ବିଶିଷ୍ଟ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।  ହୋମିଓ କେୟାରର  ଡାକ୍ତର ରିଙ୍କି ଭୋଇ , ସୁମନ୍ତ ବିଶ୍ୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar