ବରଗଡ଼ : ବରଗଡ଼ ବୁଦ୍ଧ ବିହାରଠାରେ ନେତ୍ରମ ଭୁବନେଶ୍ୱର ଏବଂ ହେପି ଇଣ୍ଡିଆ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ୫୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଡ.ଆମ୍ବେଦକର ସେବା ସମିତିର ସଭାପତି ଗଙ୍ଗାଧର ବିଭାର, ସଂପାଦକ ବିକ୍ରମ ଛତର, ଅଭୟ ସାମଲ ,ଗୁରୁଚରଣ ହରପାଲ, କ୍ଷୀରେଶ୍ୱର ମହାନନ୍ଦ , ବାବୁଲାଲ ବାଗ , ପରମେଶ୍ୱର ଲୁହା ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar