ବରଗଡ଼ : ଇ-ବାଇକ ଡେଲଟିକ୍ ର ନୂତନ ସୋରୁମ ମାହେଶ୍ୱରୀ ଅଟୋମୋବାଇଲ ଉଦଘାଟିତ ହୋଇଯାଇଛି । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଫିତା କାଟି ଏହି ନୂତନ ସୋରୁମକୁ ଉଦଘାଟନ କରିଥିଲେ । ଏହି ଅବସରର ଏହି ନୂତନ ସୋରୁମକୁ ଆରମ୍ଭ କରିଥିବା ବେଶିକ ଭିଜନ ସଲୁସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ର ନିର୍ଦ୍ଦେଶକ ଲୋକନାଥ ଗେଜା ଓ ଶ୍ରୀନିବାସ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବର୍ତମାନ ଏହି ନୂତନ ସୋରୁମରେ ଡେଲଟିକ୍ ର ଦୁଇଟି ମଡେଲର ବ୍ୟାଟେରୀ ଚାଳିତ ଇ-ବାଇକ ବିକ୍ରୀ ପାଇଁ ଉପଲବ୍ଧ ଅଛି ।

Leave a Reply

Your email address will not be published.

error: Content is protected !!