ଅମ୍ବାଭୋନା : ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍ପର ଜଳସ୍ତର ବୃଦ୍ଧି ପାଇବା ସହ ପଛୁଆ ପାଣି ବରଗଡ଼ ଜିଲ୍ଳା ଚିଖିଲ ଗ୍ରାମକୁ ପ୍ରବେଶ କରିବା ସହ ସଂପୂର୍ଣ୍ଣ ଗାଁ ଟି ଏବେ ଜଳମଗ୍ନ ହୋଇପଡିଛି । ପଛୁଆ ପାଣି ପଶିଯାଇଥିବା ଯୋଗୁଁ ଗ୍ରାମର ଚାଷ ଜମି ଜଳମଗ୍ନ ହୋଇପଡିଛି ।

ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ଗାଁ ଛାଡି ସୁରକ୍ଷିତ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.

error: Content is protected !!