ବରଗଡ଼ : ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ନିଶାର୍ଦ୍ଧରେ ନବାନ୍ନ ଭୋଗ ସଂପାଦନ ହୋଇଛି । ବରଗଡ଼ ସମଲେଇ ମନ୍ଦିରର ଏକ ନିଆରା ପରମ୍ପରା ରହିଛି । ମାଁଙ୍କଠାରେ କେତେବେଳେ ନବାନ୍ଦ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଲାଗି କରାଯାଏ । ସେହିପରି ଭାଦ୍ରବ ଶୁକ୍ଳ ଋଷି  ସିଂହ ୨୬  ଦିନ ସ୍ୱାତୀ ନକ୍ଷତ୍ରେ  ସକାଳ ୯ ଘ ୪୪ ମିନିଟ ଗତେ ୧୦ଘ ୨୦ ମିନିଟ ମଧ୍ୟେ ପ୍ରଶସ୍ତ ତୁଳା (ଚରୁ) ଲଗ୍ନେ ଅମୃତ ବେଳା ରେ ସର୍ବସାଧାରଣ ନିଜ ଇଷ୍ଟଦେବାଦେବୀଙ୍କ ଠାରେ ନବାନ୍ନଭୋଗ ଲାଗି କରି ନବାନ୍ନ ଭକ୍ଷଣ କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar