ବରଗଡ଼ : ୧୯୭୮ ରେ ପ୍ରତିଷ୍ଠିତ ବରଗଡ଼ ମହିଲା ମହାବିଦ୍ୟାଳୟକୁ ସ୍ଥାୟୀ ସ୍ୱୀକୃତି ମିଳିଛି । ସ୍ଥାୟୀ ସ୍ୱୀକୃତି ପାଇବା ପରେ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ବିଭିନ୍ନ ଅନୁଦାନ ପାଇବା ପାଇଁ ଏହି କଲେଜ ଯୋଗ୍ୟ ବିବେଚିତ ହେବ । ଜିଲ୍ଳାର ଅଗ୍ରଣୀ ମହିଲା ମହାବିଦ୍ୟାଳୟର ସ୍ଥାୟୀ ସ୍ୱୀକୃତି ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅଧ୍ୟକ୍ଷ ସୁନିଲ ଦେବତାଙ୍କ ଉଦ୍ୟମକ୍ରମେ ଏହା ସମ୍ଭବ ହୋଇପାରିଛି ।

Leave a Reply

Your email address will not be published.

error: Content is protected !!