ବରଗଡ଼ : ମାହେଶ୍ୱରୀ ନର୍ସିଂ କଲେଜରେ ଏଏନଏମ ଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ନିର୍ଦ୍ଦେଶକ ଫକୀର କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ବୀଣାପାଣି ଆଚାର୍ଯ୍ୟ ମୁଖ୍ୟଅତିଥି , ଅଭିନେତ୍ରୀ ଡ.ତପସ୍ୱିନୀ ଗୁରୁ ମୁଖ୍ୟବକ୍ତା, ପ୍ରଫେସର ଅମରେନ୍ଦ୍ର ନାରାୟଣ ଯାଦବ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ମଦର ଟେରେସାଙ୍କ କାର୍ଯ୍ୟକଳାପକୁ ଅନୁସରଣ କରିବାକୁ ଅତିଥିମାନେ ମତପ୍ରକାଶ କରିଥିଲେ । ଅଧ୍ୟାପକ ଡ.ଅରୁପା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.

error: Content is protected !!