ବରଗଡ଼ : ବରଗଡ଼ ଚନ୍ଦନ ଟ୍ରେଡିଂରେ ବଜାଜର ତିନୋଟି ନୂଆ ମଡେଲ ମୋଟର ସାଇକେଲର ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଆରଟିଓ ମାନସ ରଞ୍ଜନ ସାହୁ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସୁବାଷ ଅଗ୍ରୱାଲ ଏବଂ ଅମିତ ଅଗ୍ରୱାଲ ଉପସ୍ଥିତ ଥିଲେ । ବଜାଜର ଏହି ତିନୋଟି ମଡେଲ ପଲସର ଏନଏସ ୧୨୫ , ସିଟି ୧୧୦ ଏକ୍ସ , ନୂଆ ରଙ୍ଗର ପ୍ଳାଟିନା ୧୧୦ ର ଆଜିଠାରୁ ବିକ୍ରୀ ଆରମ୍ଭ ହୋଇଛି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar