ବରଗଡ଼ : ଜାତୀୟ ହସ୍ତ୍ରତନ୍ତ୍ର ଦିବସ ଅବସରରେ ବରଗଡ଼ ସମ୍ବଲପୁରୀ ବସ୍ତ୍ରାଳୟରେ ଅନଲାଇନ ବିକ୍ରୀ ଏବଂ ଡିସକାଉଣ୍ଟ କୁପନର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଳାପାଳ ମନିଷା ବାନାର୍ଜୀ ଏହାର ଶୁଭାରମ୍ଭ କରିଥିବା ବେଳେ ଏ ଅବସରରେ ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମିତିର ସଂପାଦକ ସଂପୂର୍ଣ୍ଣାନନ୍ଦ ପ୍ରଧାନ ଏବଂ ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ଉପସ୍ଥିତ ଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar