ବରଗଡ଼ : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ପରିସରରେ ନରେନ୍ଦ୍ର ନାଥ ସେନଗୁପ୍ତା ମନୋବିଜ୍ଞାନୀ ଲ୍ୟାବ ଉଦଘାଟିତ ହୋଇଯାଇଛି ।

ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ ମୁଖ୍ୟଅତିିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏ ଅବସରରେ ଆଇଆଇଏମର ସିଏଫଓ ସୁବୋଧ କୁମାର ଦୋରା ଏବଂ ଡ.ସୁଜିତ କୁମାର ପୃଷେଠ୍ ଉପସ୍ଥିତ ଥିଲେ । ଚେୟାରମ୍ୟାନ ଦୀପକ ଗୋୟଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar