ବରଗଡ଼ : ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଇଙ୍କ ପୀଠରେ ନିଶାର୍ଦ୍ଧରେ ନବାନ୍ନ ଭୋଗ ସଂପାଦନ ହୋଇଛି । ବରଗଡ଼ ସମଲେଇ ମନ୍ଦିରର ଏକ ନିଆରା ପରମ୍ପରା ରହିଛି । ମାଁଙ୍କଠାରେ କେତେବେଳେ ନବାନ୍ନ ଭୋଗ ଲାଗି କରାଯାଏ ତାହା ଲୋକଲୋଚନକୁ ଅଣାଯାଏ ନାହିଁ । ସେଥିପାଇଁ ନିଶାର୍ଦ୍ଧରେ ମାଁଙ୍କ ଠାରେ ନବାନ୍ନ ଲାଗି କରାଯାଏ । ସେହିପରି  ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ସିଂହ ୧୬ ଦିନ ସ୍ଵାତୀ ନକ୍ଷତ୍ରେ ତୁଳ ଚନ୍ଦ୍ରେ, ତୁଳ (ଚର) ଲଗ୍ନେ ମାହେନ୍ଦ୍ର ବେଳା ପୂର୍ବାହ୍ନ ୧୦.୩୩ ଗତେ ୧୧.୦୮ ମଧେ ସର୍ବସାଧାରଣ ନିଜ ଇଷ୍ଟଦେବାଦେବୀଙ୍କ ଠାରେ ନବାନ୍ନଭୋଗ ଲାଗି କରି ନବାନ୍ନ ଭକ୍ଷଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar