ବରଗଡ଼ : ଆଜାଦି କି ଅମୃତ ମହୋତ୍ସବ ସପ୍ତାହ ପାଳନ ଅବସରରେ ଇମ୍ପରିୟଲ କଲେଜଠାରେ ‘ ଭାରତର ବୀରତ୍ୱ ଗାଥା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଶୁଭଶ୍ରୀ ଷଡଙ୍ଗୀ ଓ ଛାତ୍ରୀ ଖୁସି ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଦେଶର ବେଶଭୂଷାରେ ସ୍ୱାଧୀନତାର ବୀରତ୍ୱ ଗାଥା ଉପରେ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ କେ.ଦିଲୀପ , ସୁନେଲ ରଣା , ପ୍ରଜ୍ଞା ପରମିତା , ରୋହିତ କୁମାର ସାହୁ , ପ୍ରତୀକ୍ଷା , ଲିପ୍‌ସା , ରାନୀ ନାୟକ , ସାଜିୟା ସାହିଲ , ମନସ୍ୱିନୀ ମିଶ୍ର , ନୈନା ପ୍ରଧାନଙ୍କ ସମେତ ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଚେୟାରମେନ ଦିପକ ଗୋୟଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ପରିଚାଳନା କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar