ବରଗଡ଼ : ଚାରିଚକିଆ ଗାଡି ଇଚର ଏକ ଅତ୍ୟାଧୁନିକ ସୋ ରୁମ ‘ଦି ହ୍ୱିଲସ’ ବରଗଡ଼ ନିକଟସ୍ଥ ବରାହଗୁଡାଠାରେ ଉଦଘାଟିତ ହୋଇଯାଇଛି । ଏସଭିପି ରମେଶ ରାଜଗୋପାଲନ ମୁଖ୍ୟଅତିଥି ଭାବରେ ଯୋଗଦେଇ  ଫିତା କାଟି ଏହି ସୋ ରୁମକୁ ଉଦଘାଟନ କରିଥିଲେ । ଏ ଅବସରରେ ଦି ହ୍ୱିଲସର ସତ୍ୱାଧିକାରୀ ଝସକେତନ ପ୍ରଧାନ ଏବଂ ଡ. ଏ ବେହେରା ଉପସ୍ଥିତ ଥିଲେ । ଏହି ସୋରୁମରେ ଇଚର କଂପାନୀ ବସ ଏବଂ ଟ୍ରକର ସର୍ଭିସ ସହ ପାର୍ଟସ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar