ପଦ୍ମପୁର : ସମ୍ବଲପୁରୀ ଚଳଚିତ୍ର ‘ବୁନକର୍ ପିଲାର୍ କାଏଁ ଦୋଷ’ ର ଶୁଭ ମୁହୁରତ ହୋଇଯାଇଛି । ଖଇରପାଲି ଜଗନ୍ନାଥ ମନ୍ଦିରରେ ଏହାର ଶୁଭ ମୁହୁରୁତ ହୋଇଥିବା ବେଳେ ମେହେର-ଭୁଲିଆ ସମାଜର ରାଜ୍ୟ ସଭାପତି ସୁରେନ୍ଦ୍ର ମୋହନ ମେହେର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ।
ପୂର୍ବତନ ଏନଏସି ଚେୟାରମେନ ପ୍ରୀତମ ମେହେର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଚଳଚିତ୍ରର ରଚନା ଓ ନିର୍ଦ୍ଦେଶନା ଶ୍ୟାମସୁନ୍ଦର ମେହେର ଏବଂ ନାଟ୍ୟ ନିର୍ଦ୍ଦେଶନା ଦାୟିତ୍ୱରେ ହାରାଧନ ମେହେର ରହିଛନ୍ତି ।