ବରଗଡ଼ : ସ୍ଥାନୀୟ ହୋଟେଲ ଅନୁରାଗ ଇନ୍ ରେ କେନ୍‌ଷ୍ଟାରର ଏକ ଡିଲର ମିଟ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ର ଡିଷ୍ଟିବୁଟର ସୁମନ ଷ୍ଟିଲ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ୮୦ ଟି ଡିଲର ଯୋଗ ଦେଇଥିଲେ । ଓମ ପ୍ରକାଶ ସାୱଡିଆ ଏବଂ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ଦେବୀ ଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିବା ବେଳେ କୋଲକତାରୁ କଂପାନୀର ସବ୍ୟସାଚ୍ୟ ଚକ୍ରବର୍ତି , ଓଡିଶା ମୁଖ୍ୟ ଚିତରଂଜନ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏ ଅବସରରେ କଂପାନୀର ତିନୋଟି ନୂତନ ମଡେଲ କୁଲର ଟଲ୍ ବୟ , ଟବ୍ରୋକୁଲ ନିଓ ଏବଂ ଟବ୍ରୋକୁଲ ନିଓ ରିମୋଟ ଲଂଚ କରାଯାଇଥିଲା ।

Leave a Reply

Your email address will not be published.

error: Content is protected !!