ବରଗଡ଼ : ପଚାଂୟତ କଲେଜରେ ମୋ କଲେଜ ଅଭିଯାନକୁ ବ୍ୟାପକ କରି ଏଥିରେ ଅଧିକରୁ ଅଧିକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରିବାର ଉଦ୍ୟମ ଆରମ୍ଭ ହୋଇଛି । କଲେଜର ଅଧ୍ୟକ୍ଷ ପତିତପାବନ ସାହୁ ଓ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ଚିତରଂଜନ ସାହୁ ଏକ ବିବୃତିରେ କହିଛନ୍ତି ଯେ ପୁରାତନ ଛାତ୍ରଛାତ୍ରୀମାନେ ମୋ କଲେଜ ଅଭିଯାନ ପାଇଁ ଥିବା ଷ୍ଟେଟବ୍ୟାଙ୍କର ସ୍ୱତନ୍ତ୍ର ଏକାଉଣ୍ଟରେ ନିଜର ସହଯୋଗ ରାଶି ଦେଇପାରିବେ । ଏହାର ବିଶଦ୍ ବିବରଣୀ ପାଇଁ କଲେଜକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published.

error: Content is protected !!