ବରଗଡ :ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିଵିଏ ବୃତ୍ତିଗତ ଶିକ୍ଷା ପରୀକ୍ଷାରେ ଇମ୍ପେରିଆଲ କଲେଜର ଛାତ୍ରୀ   ଶଶି ଅଗ୍ରୱାଲ ୮.୮୮ ଏସଜିପିଏ ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏହା ସହ ତୃତୀୟ ସ୍ଥାନରେ  ଇଶା ଧନୁକା ୮.୭୩  ଏସଜିପିଏ ଏବଂ ଦିବ୍ୟା  ମୋଦୀ ୮.୭୦ ଏସଜିପିଏ ସହ ଚତୁର୍ଥ ସ୍ଥାନରେ ରହି ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇ ସଫଳତା ଲାଭ କରିଛନ୍ତି । ଏହି ସଫଳତା ପାଇଁ କଲେଜର  ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published.

error: Content is protected !!