ବରଗଡ : ବରଗଡ଼ରୁ ଏଲାହାବାଦକୁ ଖୁବ ଶୀଘ୍ର ବସସେବା ଆରମ୍ଭ ହେବ । ଏ ନେଇ ଦୁଇଟି ଭଲବୋ ବସ ବରଗଡ଼ ସରକାରୀ ବସଷ୍ଟାଣ୍ଡକୁ ପହଂଚିଛି । ଏହା ବରଗଡ଼ ଭାୟା ବିଲାସପୁର ଦେଇ ଏଲାହାବାଦକୁ ପ୍ରାୟ ୭୮୦ କିଲୋମିଟର ପଥ ୧୬ ଘଣ୍ଟାରେ ପହଂଚିବ ବୋଲି ସୂଚନା ମିଳିଛି । ଏହି ବସସେବା ଆରମ୍ଭ ହେବା ଦ୍ୱାରା ବରଗଡ଼ ଜିଲ୍ଳା ସମେତ ଆଖପାଖ ଅଂଚଳର ଜନସାଧାରଣ ସହଜରେ ଏଲାହାବାଦ ଯାତ୍ରା କରିପାରିବେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar