ବରଗଡ଼ : ବରଗଡ଼ ଶୁଭମ ଟିଭିଏସରେ କଂପାନୀର ନୂତନ ମଡେଲ ଟିଭିଏସ ରାଇଡର ୧୨୫ ସିସି ମୋଟର ସାଇକେଲର ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚେମ୍ବର ଅଫ୍ କମର୍ସ ର ସଭାପତି ଦିଲୀପ ସାୱଡିଆ , ଟିଭିଏସର ଏରିଆ ମେନେଜର ଗୌରୀ ଆର୍ଜା , ସୁନିଲ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ଏହି ନୂତନ ମଡେଲ ମୋଟର ସାଇକେଲର ଅନାବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁବାଷ ଅଗ୍ରୱାଲ , ଲଳିତ ଅଗ୍ରୱାଲ , ଉର୍ମିଲା ଅଗ୍ରୱାଲ , ଅମର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବା ବେଳେ ପ୍ରଥମ ଦିନରେ ପାଂଚ ଜଣ ଗ୍ରାହକଙ୍କୁ ଏହି ନୂତନ ମଡେଲ ଦିଆଯାଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar