ବରଗଡ଼ : ବରଗଡ଼ ଶ୍ୟାମଲା ଏଜେନ୍ସି ତରଫରୁ ୭୫ ତମ ସ୍ୱାଧୀନତା ଦିବସ ତଥା ସୋନାଲିକା ମହୋତ୍ସବ ପାଳିତ ହୋଇଯାଇଛି । ଏ ଅବସରରେ ସମାଜସେବୀ ନିର୍ମଲ କର ପତାକା ଉତୋଳନ କରିଥିଲେ । ସେହିପରି କଂପାନୀ ସିଲଭର ଜୁବଲି ଅବସରରେ ଅନୁଷ୍ଠିତ ସୋନାଲିକା ମହୋତ୍ସବରେ ପୁରାତନ ଗ୍ରାହକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar