ବରଗଡ : ଇମ୍ପରିୟଲ କଲେଜ ପରିସରରେ ଥିବା ଚାଣକ୍ୟ ହଲଠାରେ  ପ୍ରଫେସର ମୃଣାଳଚାଟାର୍ଜୀ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଛୋଟ ଛୋଟ ପରିବର୍ତନ ଆଣି ଦେଶକୁ ବିଶ୍ୱଗୁରୁ କରିବା ରେ ଛୋଟ ପଦକ୍ଷେପ କିପରି ନେଇ ପାରିବ ତାହା ଶିଖାଇବା ସହ ଛାତ୍ରଛାତ୍ରୀ ମାନଙ୍କ ମନରେ ଜୀବନ ରେ ସଫଳତା କୁ ନେଇ ଉଙ୍କି ମାରୁଥିବା ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ତାଙ୍କୁ ପ୍ରେରିତ କରିଥଲେ l  ଜୀବନର ଚଳାପଥରେ ବିଭିନ୍ନ ବାଧାବିଘ୍ନ ଆସିବା ସତ୍ୱେ କିପରି ସଫଳତାର ଶୀର୍ଷକୁ ପହଂଚି ହେବ ସେ ବିଷୟରେ ବହୁ ଉଦାହରଣ ସହ ସେ ନିଜର ବକୃତା ରଖିଥିଲେ । କଲେଜର ଚେୟାରମେନ ଦୀପକ ଗୋୟଲ ଏଵଂ ଅଧକ୍ଷ ଦୂର୍ଗେଶ ଶତପଥୀ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar