ବରଗଡ଼: ସ୍ଥାନୀୟ ସଂସ୍କାର ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା | ଏହି ଶିବିରରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅମିତ କୁମାର ଭୋଇ , ଦନ୍ତ ଚିକିତ୍ସକ ଡାକ୍ତର ଜଗନ୍ନାଥ ପଣ୍ଡିତ, ଡାକ୍ତର ସୌମ୍ୟ ମହାପାତ୍ର ଏବଂ ଡାକ୍ତର ଝୁନା ସାହୁ , ଶ୍ରୀମତୀ ସରୋଜ ଅଗ୍ରୱାଲ , ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଶେଷ ପଣ୍ଡା ,ଆସିଷ୍ଟାଣ୍ଟ ପ୍ରଫୁଲ୍ଲ ଛତ୍ର ଛାତ୍ରଛାତ୍ରୀ ମାନଙ୍କ ଚକ୍ଷୁ , ଦାନ୍ତ ସମେତ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।

ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରତିଷ୍ଠାତ୍ରୀ ସାବିତ୍ରୀ ଦେବୀ ସାୱଡିଆ , ଚେୟାରମ୍ୟାନ ସୁମନ ସାୱଡିଆ ,ପ୍ରିନ୍ସିପାଳ କରନ ସାହୁ , ବବିତା ସାୱଡିଆ ,ଏକାଡେମିକ୍ କୋଡିନେଟର ସୀମା ସାହୁ, କୋଡିନେଟର ମମତା ସିହ୍ନା , କୋଡିନେଟର ରୀତା ନାୟକ, ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published.

error: Content is protected !!