ବରଗଡ଼ :ସମ୍ବଲପୁର ବିଶ୍ୱବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଇମ୍ପିରୟଲ କଲେଜର  ଶିକ୍ଷା ସମ୍ମାନର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି ।  ଶିକ୍ଷା ସମ୍ମାନରେ କଲେଜର ଛାତ୍ରୀ ମାନସ୍ୱନି ମିଶ୍ର  ୮.୯୭ ଏସଜିପିଏ ସହ  ବିଶ୍ୱବିଦ୍ୟାଳୟ ସ୍ତରରେ ନବମ ସ୍ଥାନ ଅଧିକାର କରିଥିବା ବେଳେ ରାଜନୀତି ବିଜ୍ଞାନ ସମ୍ମାନରେ ଟିଟୁ କୁମାର ମୁନା  ୮.୭0 ଏସଜିପିଏ ସହ

ଦଶମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଲେଜର ଏହି ସଫଳତା ପାଇଁ ଚେୟାରମେନ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar