ବରଗଡ : ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ବିଭାଗରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ହାଇଡ୍ରୋପୋନିକ ଉପରେ ଅନୁଷ୍ଠିତ ଏହି ସେମିନାର କଲେଜର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ସଭାପତିତ୍ୱ କରିଥିଲେ । ଏ ଅବସରରେ ଡକ୍ଟର ଦିଲୀପ ପଣ୍ଡା ମାଟି ରହିତ ଚାଷ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଭିଦ ବିଜ୍ଞାନ ମୁଖ୍ୟା ସୂର୍ଯ୍ୟକାନ୍ତି ସିକନ୍ଦର, ଡକ୍ଟର ସେନ୍ ସେଠ , ସୁଶ୍ରୀ ଲିପସା ମେହେର ପ୍ରମୁଖ ଉପସ୍ଥିତ ଥିବା ବେଳେ ପରିଶେଷରେ ପ୍ରଗତି ବନସଲ ଧନ୍ୟବାଦ ଅର୍ପଣ କରିଥିଲେ ।

Share now

Leave a Reply

Your email address will not be published. Required fields are marked *

error: Content is protected !!
This is default text for notification bar