ବରଗଡ଼ : ବରଗଡ଼ ପଚାଂୟତ ମହାବିଦ୍ୟାଳୟରେ ସାହିତ୍ୟକ ମନୋରଜଂନ ସାହୁଙ୍କ ବର୍ଣ୍ଣବିଚାର ର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଅଧ୍ୟାପକ ଡକ୍ଟର ଶେଷନ ବିଶି ପ୍ରାରମ୍ଭିକ ସୂଚନା ଦେଇଥିଲେ । ସାିହତ୍ୟକ ମନୋରଜଂନ ସାହୁ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟାପିକା ଛନ୍ଦାରାଣୀ ବେସନ ସଂଯୋଜନା କରିଥିଲେ । ପରିଶେଷରେ ଅଧ୍ୟାପକ ଖଗେଶ୍ୱର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

error: Content is protected !!