ବରଗଡ଼ : ପ୍ରାଧ୍ୟାପକ ଚୁଡାମଣି ରଥଙ୍କୁ ବଲାଙ୍ଗୀର ନଟରାଜ କଳା ପରିଷଦ ତରଫରୁ ଉତ୍କଲ ଗୌରବ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି । ନଟରାଜ କଳା ପରିଷଦର ୨୫ ବର୍ଷ ପୂର୍ତ୍ତି ଅବସରରେ ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଶ୍ରୀ ରଥଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏ ଅବସରରେ ପ୍ରାଧ୍ୟାପକ ଚୁଡାମଣି ରଥଙ୍କ ରଚିତ ଏବଂ ପ୍ରଶାନ୍ତ ଖମାରୀ ଙ୍କ ନିର୍ଦ୍ଦେଶିତ ‘ଆଶାପୁରା ନୁ ଆମେରିକା’ ମଞ୍ଚସ୍ଥ ହୋଇଥିଲା ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar