ପଦ୍ମପୁର : ଦେଓଲି ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି । ପୁରେନା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଦୀପକ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ହୃତପିଣ୍ଡ ଜନିତ ରୋଗର କାରଣ , ଲକ୍ଷଣ , ନିରାକରଣ ଏବଂ ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ । ଏ ଅବସରରେ ସିପିଆର ଦେଇ କିପରି ହୃଦଘାତ ରୋଗୀଙ୍କ ଜୀବନ ବଚାଂଯାଇପାରିବ ସେ ବିଷୟରେ ଶିଖାଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar