ବରଗଡ଼ : ୱାଲଡ କେନସର ଡେ ଅବସରରେ ବରଗଡ଼ ଫାଇଟର୍ସ ଗୃପ ଏବଂ ଲାୟନ୍ସ କ୍ଳବର ମିଳିତ ଆନୁକୂଲ୍ୟରେ ରନ୍ ଫର୍ ଲାଇଫ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । କେନସର ସଚେତନତା ଉଦ୍ଦେଶ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରୁ ଏହି ଗଣଦୌଡ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ । ୟୁନାଇଟେଡ ଫୋରମ ଫର୍ କେନସର ହସପିଟାଲ ଏଟ୍ ବରଗଡ଼ , କୋଶଲ ଡିଫେନ୍ସ ଏକାଡେମୀ , ଏକ୍ସ ଆର୍ମୀ ଏସୋସିଏନ ସମେତ ବହୁ ସଂଗଠନର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.

error: Content is protected !!
This is default text for notification bar
This is default text for notification bar